Khalilagi Ekadasi: ଆଜି ଖଳିଲାଗି ଏକାଦଶୀ, ସୁସ୍ଥ ହେଉଛନ୍ତି ମହାପ୍ରଭୁ

ଏକାଦଶୀରେ ମହାପ୍ରଭୁ ମସ୍ତକରେ ତୁଳସୀ ରଙ୍ଗବେରଙ୍ଗର ଫୁଲ ଓ ବସ୍ତ୍ର ପରିଧାନ କରିବେ । ଏହାସହ ଘଣ୍ଟଘଣ୍ଟା ବାଜି ପୂଜାର୍ଚ୍ଚନା କରାଯିବାର ବିଧିବିଧାନ ରହିଛି । ଏହାପରେ ଦ୍ବାଦଶୀରେ ମହାପ୍ରଭୁଙ୍କ ସୁସ୍ଥତାର ଖବର ଗଜପତି ମହାରାଜଙ୍କୁ ପ୍ରଦାନ କରାଯିବ ।

Khalilagi Ekadasi: ଆଜି ଖଳିଲାଗି ଏକାଦଶୀ, ସୁସ୍ଥ ହେଉଛନ୍ତି ମହାପ୍ରଭୁ
Array