Bollywood: ଚର୍ଚ୍ଚାରେ ସଲମାନ ଖାନ ଏବଂ ସନ୍ନି ଦେଓଲ; କିଏ ଛାଣିବ ଟଙ୍କା, 'ସିକନ୍ଦର' ନା 'ଜାଟ୍'
ଏମିତିରେ ବଲିଉଡ ଦୀର୍ଘ ଦିନ ଧରି ସଂଘର୍ଷ କରି ଆସୁଛି ଆଉ ସିନେମା ଲଢେଇକୁ ଅପେକ୍ଷା କରିଛି। ଏଭଳି ପରିସ୍ଥିତିରେ ସଲମାନ ଖାନ ଏବଂ ସନ୍ନି ଦେଓଲ ବକ୍ସ ଅଫିସରେ ଟଙ୍କାର ସୁନାମି ଆଣି ପାରିବେ କି ନାହିଁ ତାହା ଦେଖିବା ମଜାଦାର ହେବ।