ପିସିସି ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସାମିଲ

ଭୁବନେଶ୍ବର ୨୩।୮: ପିସିସି ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସାମିଲ ହେଲେ । ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ଆର୍‌.ସି. ଖୁଣ୍ଟିଆ, ସନ୍ତୋଷ ସିଂ ସାଲୁଜା ଏବଂ ଶରତ ରାଉତ ପ୍ରମୁଖ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ । ତେବେ ୭ ବରିଷ୍ଠଙ୍କୁ ଏଥିରେ ସାମିଲ କରାଯାଇଛି । ପୂର୍ବରୁ ୧୪ ଜଣିଆ ଷ୍ଟିୟରିଂ କମିଟି ପ୍ରକାଶିତ ହୋଇଥିଲା ।You Can Read:ସ୍ଥାନାନ୍ତର ହେଲା ରତ୍ନଭଣ୍ଡାରରେ ଖାଲିଥିବା ସମସ୍ତ ସିନ୍ଦୁକ ଓ ଆଲମିରା

ପିସିସି ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସାମିଲ

ଭୁବନେଶ୍ବର ୨୩: ପିସିସି ଷ୍ଟିୟରିଂ କମିଟିରେ ଆଉ ୭ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସାମିଲ ହେଲେ । ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ନରସିଂହ ମିଶ୍ର, ଆର୍‌.ସି. ଖୁଣ୍ଟିଆ, ସନ୍ତୋଷ ସିଂ ସାଲୁଜା ଏବଂ ଶରତ ରାଉତ ପ୍ରମୁଖ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ । 

ତେବେ ୭ ବରିଷ୍ଠଙ୍କୁ ଏଥିରେ ସାମିଲ କରାଯାଇଛି । ପୂର୍ବରୁ ୧୪ ଜଣିଆ ଷ୍ଟିୟରିଂ କମିଟି ପ୍ରକାଶିତ ହୋଇଥିଲା ।




You Can Read:

ସ୍ଥାନାନ୍ତର ହେଲା ରତ୍ନଭଣ୍ଡାରରେ ଖାଲିଥିବା ସମସ୍ତ ସିନ୍ଦୁକ ଓ ଆଲମିରା