Panchang Today 27th October 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୭ ତାରିଖ ରବିବାର । ଚନ୍ଦ୍ର- ସିଂହ ଅହୋରାତ୍ର ,ତିଥି- ୧୧ଶୀ ଅହୋରାତ୍ର ,ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର,ଘାତବାର- ମେଷ ରାଶିର,ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ଶୁଭସମୟ:
ପ୍ରାତଃ– ୦୬.୩୪ ରୁ ୦୮.୫୧
ଦିବା– ୧୨.୫୫ ରୁ ୦୨.୫୪
ଦିବା- ୦୩.୪୦ ରୁ ୦୩.୪୬
ରାତ୍ରି- ୦୭.୪୩ ରୁ ୦୯.୨୪
ରାତ୍ରି- ୧୧.୫୫ ରୁ ୦୧.୦୫
ରାତ୍ରି- ୦୨.୪୦ ରୁ ୦୫.୪୯
ଅଶୁଭସମୟ:
ରାହୁକାଳ- ଦିବା ୦୩.୪୬ ରୁ ୦୫.୧୧
କାଳବେଳା-ଦିବା ୧୧.୩୦ ରୁ ୧୨.୫୫
ବାରବେଳା- ଦିବା ୧୦.୦୫ ରୁ ୧୧.୩୦
କାଳରାତ୍ରି-ରାତ୍ରି ୦୧.୦୫ ରୁ ୦୨.୪୦