Panchang Today 28th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ବୃଷ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ । ଇଂରାଜୀରେ ୨୮ତାରିଖ ବୁଧବାର ।ଚନ୍ଦ୍ର- ବୃଷ ଦିବା ୦୧.୩୭ ଗତେ ମିଥୁନ। ତିଥୀ- ୨ୟା ରାତ୍ରି ୦୧.୫୪ ଗତେ ୩ୟା।ଘାତଚନ୍ଦ୍ର- ବିଛା ରାଶିର ,ଦିବା ୦୧.୩୭ ଗତେ କନ୍ୟା ରାଶିର।

Panchang Today 28th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
Array