Panchang Today 31st March 2024: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ଗୃହ ଶାନ୍ତି ପୂଜା କରନ୍ତୁ
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୩୧ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ମୀନ ମାସ ଚୈତ୍ର କୃଷ୍ଣପକ୍ଷ। ଇଂରାଜୀରେ ୩୧ ତାରିଖ ରବିବାର । ଚନ୍ଦ୍ର- ବିଛା ରାତ୍ରି ୧୦.୫୫ ଗତେ ଧନୁ,ତିଥି- ୬ଷ୍ଠୀ ରାତ୍ରି ୦୯.୩୧ ଗତେ ୭ମୀ,ଘାତଚନ୍ଦ୍ର- ରାତ୍ରି ୧୦.୫୫ ଗତେ ତୁଳା ଓ କୁମ୍ଭ ରାଶିର ଘାତବାର- ମେଷ ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୯.୩୧ ଗତେ ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଶୁଭ ସମୟ:
ପ୍ରାତଃ- ୦୫.୪୪ ରୁ ୦୯.୪୮
ଦିବା-୦୧.୨୨ ରୁ ୦୧.୫୨
ସନ୍ଧ୍ୟା-୦୬.୪୪ ରୁ ୦୯.୦୫
ରାତ୍ରି-୧୨.୧୪ ରୁ ୦୧.୧୮
ରାତ୍ରି-୦୨.୪୭ ରୁ ୦୩.୨୨
ଅଶୁଭ ସମୟ:
ରାହୁକାଳ - ଦିବା ୦୪.୨୫ ରୁ ୦୫.୫୭
କାଳବେଳା- ଦିବା ୧୧.୫୦ ରୁ ୦୧.୨୨
ବାରବେଳା- ଦିବା ୧୦.୧୯ ରୁ ୧୧.୫୦
କାଳରାତ୍ରି- ରାତ୍ରି ୦୧.୧୮ ରୁ ୦୨.୪୭