Panchang Today 3rd November 2024: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ରବିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ । ଇଂରାଜୀରେ ୦୩ ତାରିଖ ରବିବାର । ଚନ୍ଦ୍ର- ବିଛା,ତିଥି- ପ୍ରତିପଦ ରାତ୍ରି ୦୮.୨୨ ଗତେ ୨ୟା,ଘାତଚନ୍ଦ୍ର- ନାସ୍ତି,ଘାତବାର- ମେଷ ରାଶିର ,ପୁଷ୍କର ଦୋଷ- ୩ ପାଦ-କୃଷ, ପଶୁ ଓ ବଂଶହାନି-ଭୂମି , ଅନ୍ନ ଓ ତିଳକାଞ୍ଚନ ଦାନ ପ୍ରାତଃ ୦୫.୫୮ ଗତେ ୨ ପାଦ-କୃଷି, ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୧୦.୦୫ ଗତେ ୧ ପାଦ-କୃଷିହାନି-ଭୂମିଦାନ
ଶୁଭ ସମୟ:
ପ୍ରାତଃ- ୦୬.୩୭ ରୁ ୦୮.୫୨
ଦିବା- ୧୨.୫୪ ରୁ ୦୨.୫୨
ଦିବା-୦୩.୩୭ ରୁ ୦୩.୪୩
ରାତ୍ରି- ୦୭.୪୦ ରୁ ୦୯.୨୨
ରାତ୍ରି-୧୧.୫୫ ରୁ ୦୧.୦୬
ରାତ୍ରି- ୦୨.୪୧ ରୁ ୦୫.୫୩
ଅଶୁଭ ସମୟ:
ରାହୁକାଳ- ଦିବା ୦୩.୪୩ ରୁ ୦୫.୦୭
କାଳବେଳା- ଦିବା ୧୧.୩୦ ରୁ ୧୨.୫୪
ବାରବେଳା- ଦିବା ୧୦.୦୫ ରୁ ୧୧.୩୦
କାଳରାତ୍ରି- ରାତ୍ରି ୦୧.୦୬ ରୁ ୦୨.୪୧