ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ, ମନ୍ତ୍ରୀ କହିଲେ- ଖୁବ୍ଶୀଘ୍ର ନୂଆ ଫସଲ ଆସିବ ଓ ସ୍ଥିତି ମଧ୍ୟ ସୁଧୁରିବ
କଟକ ୨୯।୯: ବର୍ତ୍ତମାନ ଓଡିଶାରେ ପିଆଜ ଦର ଆକାଶ ଛୁଆଁ ଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଡ଼ିଶା ସମେତ ଭାରତରେ ପିଆଜର ଦର ବୃଦ୍ଧି ଜାରି ରହିଛି । ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଫଳରେ ଆଜି ଏହିଭଳି ସ୍ଥିତି ଉପୁଜିଛି। ଖୁବ୍ଶୀଘ୍ର ନୂଆ ଫସଲ ଆସିବ ଓ ସ୍ଥିତି ମଧ୍ୟ ସୁଧୁରିବ । ଯେହେତୁ ଆମ ରାଜ୍ୟ ଆଳୁ ଓ ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିଥାଏ । ସେଥିପାଇଁ ସ୍ଥିତିକୁ ସଜାଡିବାକୁ ସମୟ ଲାଗିବ । ଓଡ଼ିଶାରେ ବର୍ତ୍ତମାନ ଶୀତଳଭଣ୍ଡାର ନାହିଁ । ରାଜ୍ୟର ୫୮ଟି ସବ୍ ଡିଭିଜନ୍ରେ କୋଲ୍ଡ ଷ୍ଟୋର ନିର୍ମାଣ କରାଯିବ । ଯାହା ଆଗକୁ ଏହିଭଳି ସ୍ଥିତିର ମୁକାବିଲା କରିବା ପାଇଁ ସହାୟ ହେବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।You Can Read:ହିଂସା ପରେ କଡ଼ା ସୁରକ୍ଷା ବଳୟରେ ଭଦ୍ରକ ସହର, ଶାନ୍ତି ପାଇଁ ଜିଲ୍ଲା ପ୍ରଶାସନର ଅପିଲ୍
କଟକ ୨୯।୯: ବର୍ତ୍ତମାନ ଓଡିଶାରେ ପିଆଜ ଦର ଆକାଶ ଛୁଆଁ ଥିବାବେଳେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଓଡ଼ିଶା ସମେତ ଭାରତରେ ପିଆଜର ଦର ବୃଦ୍ଧି ଜାରି ରହିଛି । ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଫଳରେ ଆଜି ଏହିଭଳି ସ୍ଥିତି ଉପୁଜିଛି। ଖୁବ୍ଶୀଘ୍ର ନୂଆ ଫସଲ ଆସିବ ଓ ସ୍ଥିତି ମଧ୍ୟ ସୁଧୁରିବ । ଯେହେତୁ ଆମ ରାଜ୍ୟ ଆଳୁ ଓ ପିଆଜ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିଥାଏ । ସେଥିପାଇଁ ସ୍ଥିତିକୁ ସଜାଡିବାକୁ ସମୟ ଲାଗିବ । ଓଡ଼ିଶାରେ ବର୍ତ୍ତମାନ ଶୀତଳଭଣ୍ଡାର ନାହିଁ । ରାଜ୍ୟର ୫୮ଟି ସବ୍ ଡିଭିଜନ୍ରେ କୋଲ୍ଡ ଷ୍ଟୋର ନିର୍ମାଣ କରାଯିବ । ଯାହା ଆଗକୁ ଏହିଭଳି ସ୍ଥିତିର ମୁକାବିଲା କରିବା ପାଇଁ ସହାୟ ହେବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
You Can Read:
ହିଂସା ପରେ କଡ଼ା ସୁରକ୍ଷା ବଳୟରେ ଭଦ୍ରକ ସହର, ଶାନ୍ତି ପାଇଁ ଜିଲ୍ଲା ପ୍ରଶାସନର ଅପିଲ୍