Panchang Today 7th May 2025: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
ମେଷ ମାସ ବୈଶାଖ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ବୁଧବାର । ଚନ୍ଦ୍ର- ସିଂହ ରାତ୍ରି ୧୨.୫୮ ଗତେ କନ୍ୟା । ତିଥି- ୧୦ମୀ ଦିବା ୧୦.୨୦ ଗତେ ୧୧ଶୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର, ରାତ୍ରି ୧୨.୫୮ ଗତେ ବୃଷ ରାଶିର । ଘାତବାର- କର୍କଟ ରାଶିର ।