ED Raid: ଛାଙ୍ଗୁର ବାବାଙ୍କ ନେଟୱର୍କରେ ଇଡି ମାଡ଼, ୧୪ଟି ସ୍ଥାନରେ ଚାଲିଛି ରେଡ୍

ବଳରାମପୁରରେ ନୀତୁ ଓରଫ ନସରୀନ ଦ୍ୱାରା ପରିଚାଳିତ ବାବା ତାଜୁଦ୍ଦୀନ ବୁଟିକରେ ଚଢ଼ାଉ କରାଯାଇଥିଲା। ନୀତୁଙ୍କ ନାମରେ ଅଭିଯୋଗ ରହିଛି ଯେ ସେ ମହିଳାମାନଙ୍କୁ ଧର୍ମାନ୍ତରଣ ପାଇଁ ପରାମର୍ଶ ଦେଉଥିଲେ। ଯେଉଁମାନେ ରାଜି ହେଉଥିଲେ ସେମାନଙ୍କୁ ସେ ଛାଙ୍ଗୁର ବାବାଙ୍କ ପାଖକୁ ନେଉଥିଲେ । ସେ ଧର୍ମାନ୍ତରୀକରଣ କରାଉଥିଲେ ।

ED Raid: ଛାଙ୍ଗୁର ବାବାଙ୍କ ନେଟୱର୍କରେ ଇଡି ମାଡ଼, ୧୪ଟି ସ୍ଥାନରେ ଚାଲିଛି ରେଡ୍
Array