ସରକାରୀ ଚାକିରିଆ ସ୍ୱାମୀକୁ ଝାଡ଼ୁରେ ସେକିଲା ସ୍ତ୍ରୀ

ଘର ବାହାରେ ସ୍ୱାମୀ-ସ୍ତ୍ରୀ ହାଇଡ୍ରାମା । ସରକାରୀ ଚାକିରିଆ ସ୍ୱାମୀକୁ ଝାଡ଼ୁରେ ସେକି ଚାଲିଲା ସ୍ତ୍ରୀ । ଧମକ ଦେଲା ତତେ ଜୀବନରୁ ମାରିଦେବି । ଖଣ୍ଡ ଖଣ୍ଡ କରି ଡ୍ରମରେ ଭର୍ତ୍ତି କରିବି ।

ସରକାରୀ ଚାକିରିଆ ସ୍ୱାମୀକୁ ଝାଡ଼ୁରେ ସେକିଲା ସ୍ତ୍ରୀ
Array