Paras Hospital Firing: ଗୁଳିମାଡ଼ ପରେ ସେଲିବ୍ରେସନ...ମାଷ୍ଟରମାଇଣ୍ଡ ଚିହ୍ନଟ
ସିସିଟିଭି ଫୁଟେଜରେ ଦେଖାଯାଉଛି ଯେ ପାଞ୍ଚ ଜଣ ଦୁର୍ବୃତ୍ତ ବହୁତ ଆରାମରେ ପାରସ ହସ୍ପିଟାଲରେ ପ୍ରବେଶ କରୁଛନ୍ତି ଏବଂ ଚନ୍ଦନ ଯେଉଁ ଓ୍ଵାର୍ଡରେ ରହୁଥିଲେ, ସେହି ଦିଗକୁ ଆଗେଇ ଯାଉଛନ୍ତି। ଏହି ମାମଲାରେ ପୁଲିସ ଏଫଆଇଆର ରୁଜୁ କରିଛି।