Parking Issue: ଟେନସନ୍ ଦେଉଛି ବେଆଇନ ପାର୍କିଂ; କୋଟି କୋଟି ଟଙ୍କା ବୋହିଲା, ହେଲେ କାମରେ ଲାଗୁନି ବସଷ୍ଟାଣ୍ଡ୍

ବାଲେଶ୍ୱରକୁ `ପାର୍କିଂ' ଟେନସନ୍ । କାର୍ଯ୍ୟକ୍ଷମ ହେଉନି ନୂଆ ବସ୍ ଟର୍ମିନାଲ୍ । ମନମୁଖୀ ଶାସନ ଚଳାଇଛି ବସ୍ ମାଲିକ ସଂଘ । କୋଟି କୋଟି ଟଙ୍କା ବ୍ୟୟରେ ନୂଆ ବସଷ୍ଟାଣ୍ଡ ନିର୍ମାଣ ହେଲା ପରେ ବି ସ୍ଥିତିରେ ସୁଧାର ଆସୁନି । ସେପଟେ ବେଆଇନ୍ ପାର୍କିଂ ଯୋଗୁଁ ବଢୁଛି ଦୁର୍ଘଟଣା ।

Parking Issue: ଟେନସନ୍ ଦେଉଛି ବେଆଇନ ପାର୍କିଂ; କୋଟି କୋଟି ଟଙ୍କା ବୋହିଲା, ହେଲେ କାମରେ ଲାଗୁନି ବସଷ୍ଟାଣ୍ଡ୍
Array