Patient Dies Due to Elevator Tragedy: ଏମିତି ଆସେ ମୃତ୍ୟୁ; ମେଡିକାଲରେ ଉପରକୁ ଉଠିଗଲା ଲିଫ୍ଟ; ଚାପି ହୋଇଗଲେ ରୋଗୀ
ମୀନତିଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ମେଡିକାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଫିମେଲ ମେଡିସିନ ୱାର୍ଡକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।