PCC ନୋଟିସ୍‌ର ଜବାବ ରଖିଲେ ସୁର, କହିଲେ- 'ପୁଅ ପାଇଁ ପ୍ରଚାର କରିନି'

ଭୁବନେଶ୍ବର:୮/୪ ବିଜେଡି ନେତାଙ୍କ ସହ ପ୍ରଚାର କରିବାକୁ ଯାଉଥିବା ଅଭିଯୋଗ ଆଧାରରେ ଜଟଣୀ ବିଧାୟକ ସୁର ରାଉତରାଉଙ୍କୁ କଂଗ୍ରେସ ଯେଉଁ କାରଣ ଦର୍ଶାଅ ନୋଟିସ ଦେଇଥିଲା ତାର ଜବାବ ରଖିଛନ୍ତି ସୁର ରାଉତରାୟ । କହିଛନ୍ତି ମୁଁ କୌଣସି ରାଜନୈତିକ ଭାଷଣ ଦେଇନାହିଁ କି ପୁଅ ପାଇଁ ପ୍ରଚାର କରିନାହିଁ । AICC ଓ PCC ଯାହା ଦଣ୍ଡ ଦେବେ ଗ୍ରହଣ କରିବି । ଭୁବନେଶ୍ବର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ସୁର ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା ।You Can Read:ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ

PCC ନୋଟିସ୍‌ର ଜବାବ ରଖିଲେ ସୁର, କହିଲେ- 'ପୁଅ ପାଇଁ ପ୍ରଚାର କରିନି'

ଭୁବନେଶ୍ବର:୮/୪ ବିଜେଡି ନେତାଙ୍କ ସହ ପ୍ରଚାର କରିବାକୁ ଯାଉଥିବା ଅଭିଯୋଗ ଆଧାରରେ ଜଟଣୀ ବିଧାୟକ ସୁର ରାଉତରାଉଙ୍କୁ କଂଗ୍ରେସ ଯେଉଁ କାରଣ ଦର୍ଶାଅ ନୋଟିସ ଦେଇଥିଲା ତାର ଜବାବ ରଖିଛନ୍ତି ସୁର ରାଉତରାୟ । କହିଛନ୍ତି ମୁଁ କୌଣସି ରାଜନୈତିକ ଭାଷଣ ଦେଇନାହିଁ କି ପୁଅ ପାଇଁ ପ୍ରଚାର କରିନାହିଁ । AICC ଓ PCC ଯାହା ଦଣ୍ଡ ଦେବେ ଗ୍ରହଣ କରିବି । 

ଭୁବନେଶ୍ବର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ସୁର ପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା ।


You Can Read:

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂହ