Pilot Rajveer Singh’s Funeral: ପାଇଲଟ୍ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେଲେ ପତ୍ନୀ, ଫଟୋ ଧରି ପଦଯାତ୍ରା କଲେ କର୍ଣ୍ଣେଲ ଦୀପିକା

ପାଇଲଟ୍ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେଲେ ପତ୍ନୀ ଲେଫନାଣ୍ଟ କର୍ଣ୍ଣେଲ ଦୀପିକା ଚୌହ୍ୱାନ । ଆଖିରେ ଲୁହ ବୋଲ ମାନୁନଥିଲେ ବି ଧୈର୍ଯ୍ୟହରା ନହୋଇ ସ୍ୱାମୀଙ୍କୁ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି । କାରଣ ସ୍ୱାମୀ ଆଉ ଫେରିବେନି । ଦୀପିକାଙ୍କ କାନ୍ଧରେ ଏବେ ଦୁଇ ସନ୍ତାନଙ୍କ ସହ ପରିବାରର ବୋଝ । ସେପଟେ ଅନ୍ତିମ ଶୋଭାଯାତ୍ରାବେଳେ 'ରାଜବୀର ସିଂ ଅମର ରହେଗା...ବନ୍ଦେ ମାତରମ' ଧ୍ୱନିରେ କମ୍ପି ଉଠିଛି ଚତୁର୍ଦ୍ଦିଗ ।

Pilot Rajveer Singh’s Funeral: ପାଇଲଟ୍ ସ୍ୱାମୀଙ୍କୁ ଅନ୍ତିମ ବିଦାୟ ଦେଲେ ପତ୍ନୀ, ଫଟୋ ଧରି ପଦଯାତ୍ରା କଲେ କର୍ଣ୍ଣେଲ ଦୀପିକା
Array