Piyush Chawla's Retirement: ରୋ-କୋଙ୍କ ପରେ ଅବସର ନେଲେ ଆଉ ଜଣେ ତାରକା, ଭାରତ ପାଇଁ ଜିତିଥିଲେ ୨ ବିଶ୍ବକପ
୨୦୦୬ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ଏହି କ୍ରିକେଟର। ଭାରତ ପାଇଁ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ଲମ୍ବା ରହି ନ ଥିଲା। ମାତ୍ର ମ୍ୟାନ ୱିଥ ଏ ମିଦାସ ଟଚ ରହିଥିଲେ ଏହି ଖେଳାଳି ଜଣଙ୍କ। ଯାହାକୁ ଛୁଉଁଥିଲେ ସେ ସୁନା ପାଲଟି ଯାଉଥିଲା। ଭାରତ ପାଇଁ ଦୁଇ ଦୁଇଟି ବିଶ୍ବକପ ଖେଳିଥିବା ବେଳେ ଉଭୟ ଥରରେ ଭାରତ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ।