Piyush Tripathy Dispute: ମାଲିକଙ୍କୁ ଭେଟି ଫେରାଇଲେ ଅଗ୍ରୀମ ଟଙ୍କା; ଯାତ୍ରାରୁ ଦୂରେଇ ରହିବେ ପୀୟୂଷ !

ପୀୟୂଷଙ୍କ ବିବାଦ ତୁଟାଇବା ପାଇଁ ସତ୍ୟନଗରର ଏକ ହୋଟେଲରେ ଯାତ୍ରା ମାଲିକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଦୁଇ ଦୁଇଟି ଯାତ୍ରା ମାଲିକଙ୍କ ଠାରୁ ଟଙ୍କା ନେଇ ବିବାଦୀୟ ହୋଇ ପଡ଼ିଥିବା ପୀୟୂଷ ଏକ ଟଙ୍କା ବ୍ୟାଗ ସହ ସେଠାରେ ପହଞ୍ଚିଥିଲେ ।

Piyush Tripathy Dispute: ମାଲିକଙ୍କୁ ଭେଟି ଫେରାଇଲେ ଅଗ୍ରୀମ ଟଙ୍କା; ଯାତ୍ରାରୁ ଦୂରେଇ ରହିବେ ପୀୟୂଷ !
Array