Plus 2 Exam Results: ୬ରେ ବାହାରିବ କି ଯୁକ୍ତ ଦୁଇ ରେଜଲ୍ଟ ? ଦ୍ୱନ୍ଦ ଦୂର କଲା CHSE
ଆସନ୍ତା ୬ରେ ଯୁକ୍ତ ଦୁଇ ରେଜଲ୍ଟ ବାହାରିବା ନେଇ ଖବର ସମ୍ପୂର୍ଣ୍ଣ ଗୁଜବ । ମେ' ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଖୁବଶୀଘ୍ର ନିର୍ଦ୍ଧିଷ୍ଟ ତାରିଖ ଜଣାଇ ଦିଆଯିବ ବୋଲି କହିଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।