Sarala Spinning Mill: ତିର୍ତ୍ତୋଲବାସୀଙ୍କ ମୁହଁରେ ଫୁଟିଛି ହସ; ୨୬ ବର୍ଷ ପରେ କାର୍ଯ୍ୟକ୍ଷମ ହେବ ଶାରଳା ସୂତାକଳ...
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ କାର୍ଯ୍ୟକ୍ଷମ ହେବ ଶାରଳା ସୂତାକଳ...୧୯୯୯ ମହାବାତ୍ୟାରେ କ୍ଷତିଗ୍ରସ୍ତ ହେବା ପରେ ବନ୍ଦ ହୋଇଯାଇଥିଲା ସୁତାକଳ...କାମ ହରାଇଥିଲେ ଦେଢ ହଜାର କର୍ମଚାରୀ...ଭିତ୍ତିଭୂମି ପରଖିଲେ ଶିଳ୍ପମନ୍ତ୍ରୀ...