PM Modi Mann Ki Baat: 'ମନ୍‌ କି ବାତ୍‌'ରେ ଅପରେସନ ସିନ୍ଦୂର କଥା କହିଲେ ପିଏମ, ସମସ୍ତଙ୍କୁ ଦେଲେ ବିଜୟର ଶ୍ରେୟ

ଅପରେସନ ସିନ୍ଦୂର ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ 'ମନ୍‌ କି ବାତ୍‌' । ଆତଙ୍କବାଦ ମୁକାବିଲା ଦିଗରେ ଭାରତର ପଦକ୍ଷେପକୁ ପ୍ରଶଂସା ସହ ସମସ୍ତଙ୍କୁ ଶ୍ରେୟ ଦେଲେ ପିଏମ । ଦୋହରାଇଲେ ଆତ୍ମନିର୍ଭର ଭାରତର ସଂକଳ୍ପ ।

PM Modi Mann Ki Baat: 'ମନ୍‌ କି ବାତ୍‌'ରେ ଅପରେସନ ସିନ୍ଦୂର କଥା କହିଲେ ପିଏମ, ସମସ୍ତଙ୍କୁ ଦେଲେ ବିଜୟର ଶ୍ରେୟ
Array