PM Modi On Ceasefire: ପାକିସ୍ତାନକୁ ମୋଦିଙ୍କ ବଡ଼ ଚେତାବନୀ- ସେପଟୁ ଗୁଳି ଫୁଟିଲେ, ଏପଟେ ଗୋଳା ବର୍ଷିବ
ପାକିସ୍ତାନ ଉଦ୍ଦେଶ୍ୟରେ କଡ଼ା ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଅସ୍ତ୍ରବିରତି ପରେ ବି ଯଦି ପାକିସ୍ତାନ ଆଟାକ୍ କରେ, ତେବେ ଭାରତ ଏହାର କଡ଼ା ଜବାବ ଦେବ । ସେପଟୁ ଗୁଳି ଫୁଟିଲେ, ଏପଟେ ଗୋଳା ବର୍ଷିବ ।