PM Modi on Pahalgam Attack: ପୁଣି ଆତଙ୍କବାଦ ବିରୋଧରେ ମୋଦିଙ୍କ କଡ଼ା ଆଭିମୁଖ୍ୟ; କହିଲେ...

ପହଲଗାମ୍ ଘଟଣାରେ ଭାରତକୁ ସମର୍ଥନ ନେଇ କୃତଜ୍ଞତା ଜଣାଇଛନ୍ତି । ଆତଙ୍କବାଦ ଓ ଏହାର ସମର୍ଥକଙ୍କ ବିରୋଧରେ ଏଥର ନିର୍ଣ୍ଣାୟକ ଲଢ଼େଇ ବୋଲି କଡ଼ା ଚେତାବନୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

PM Modi on Pahalgam Attack: ପୁଣି ଆତଙ୍କବାଦ ବିରୋଧରେ ମୋଦିଙ୍କ କଡ଼ା ଆଭିମୁଖ୍ୟ; କହିଲେ...
Array