PM Modi to participate in G-7 Summit: କାନାଡ଼ାରେ ପ୍ରଧାନମନ୍ତ୍ରୀ; ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ
କାନାଡାର କାନାନାସ୍କିସରେ ଦୁଇ ଦିନ ଧରି ଚାଲିବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ବ ନେତାଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିବା ସହ ଗ୍ଲୋବାଲ ସାଉଥର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିବେ ପ୍ରଧାନମନ୍ତ୍ରୀ।