PM Poshan Scheme: ସ୍କୁଲ୍ ପିଲା ଅଣ୍ଡା ଖାଉନଥିଲେ ଦିଆଯିବ ଫଳ

ସ୍କୁଲରେ ଯେଉଁ ପିଲା ଅଣ୍ଡା ଖାଉନାହାନ୍ତି, ସେମାନଙ୍କୁ ଫଳ ଯୋଗାଇବାକୁ ନିର୍ଦ୍ଦେଶ। ଶିଶୁ ବାଟିକାଠାରୁ ଦଶମ ପର୍ଯ୍ୟନ୍ତ ପିଲାଙ୍କୁ ଅଣ୍ଡା ଖାଉନଥିଲେ ଫଳ ମିଳିବ।

PM Poshan Scheme: ସ୍କୁଲ୍ ପିଲା ଅଣ୍ଡା ଖାଉନଥିଲେ ଦିଆଯିବ ଫଳ
Array