PM Shahbaz Sharif: ମୁହଁ ଫୁଟାଣି ଦେଖାଇଲେ ଶେହବାଜ ସରିଫ୍, ଭାରତକୁ ଦେଲେ ଏମିତି ଫମ୍ପା ଧମକ
ଭାରତର ପ୍ରଚଣ୍ଡ ପ୍ରହାରରେ ଆକ୍ତାମାକ୍ତା ପାକିସ୍ତାନ । ଡାହା ମିଛର ସାହାରା ନେଲେ ଶେହବାଜ ସରିଫ । ମୁହଁ ଫୁଟାଣି ଦେଖାଇ କଲେ ମିଛ ପ୍ରଚାର । ଭାରତ ଆରମ୍ଭ କରିଥିବା ଯୁଦ୍ଧର ଆମେ ଅନ୍ତ ଘଟାଇବୁ ବୋଲି କହି ନିଜ ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କଲେ ସରିଫ୍।