Police In Vigilance Net: ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ଭିଜିଲାନ୍ସ ଜାଲରେ ASI ଓ ହୋମଗାର୍ଡ

କେସ ଫାଇଲରୁ ନାଁ କାଟିବାକୁ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ । ଲାଞ୍ଚୁଆ ASI ଓ ହୋମଗାର୍ଡଙ୍କୁ କାବୁ କଲା ଭିଜିଲାନ୍ସ । ସେମାନେ ହେଲେ ବାଙ୍କୋଇ ଫାଣ୍ଡି ASI ତୁଷାର ନାୟକ ଓ ହୋମ୍‌ଗାର୍ଡ ପି.କେ ସୁନ୍ଦରାୟ ।

Police In Vigilance Net: ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ଭିଜିଲାନ୍ସ ଜାଲରେ ASI ଓ ହୋମଗାର୍ଡ
Array