Maa Jagulei: ଆଖି ଖୋଲି ବସିଛନ୍ତି ମା', ଯିଏ ତାକୁ ଭକ୍ତିରେ ଡାକୁଛି ତା' କଥା ଶୁଣୁଛି

ବାଜୁଛି ଘଣ୍ଟ, ପଡୁଛି ହୁଳହୁଳି । ମନ୍ତ୍ର ପାଠରେ କମ୍ପୁଛି ଗଗନ ପବନ । ଚାଲିଛି ମା’ ଜାଗୁଳେଇଙ୍କ ନବରାତ୍ର ପୂଜା । ଆଖିଖୋଲି ବସିଛନ୍ତି ମା’। ଭକ୍ତିର ସହ ଯିଏ ତାଙ୍କୁ ଡାକିଛି ସେ ତାର ଡାକ ନିଶ୍ଚୟ ଶୁଣିଛନ୍ତି ।

Maa Jagulei: ଆଖି ଖୋଲି ବସିଛନ୍ତି ମା', ଯିଏ ତାକୁ ଭକ୍ତିରେ ଡାକୁଛି ତା' କଥା ଶୁଣୁଛି
Array