Teacher Arrested: ଛାତ୍ରୀଙ୍କୁ ଅସଦାଚରଣ: ବନ୍ଧାହେଲେ ରସିକିଆ ଗୁରୁ...

୨ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକଙ୍କୁ ବାନ୍ଧିଛି ପୋଲିସ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳର ଏ ଘଟଣା। ମାମଲାରେ ଅଭିଯୁକ୍ତ ଶିକ୍ଷକ ତ୍ରୈଲୋକ୍ୟନାଥ ମହାପାତ୍ରଙ୍କୁ ଗିରଫ କରିଛି ପୋଲିସ।

Teacher Arrested: ଛାତ୍ରୀଙ୍କୁ ଅସଦାଚରଣ: ବନ୍ଧାହେଲେ ରସିକିଆ ଗୁରୁ...
Array