କେରଳ ୱାୟନାଡରେ ରାହୁଲ ଗାନ୍ଧୀଙ୍କ ବିଶାଳ ରୋଡ ଶୋ’, ଭଉଣୀ ପ୍ରିୟଙ୍କାଙ୍କ ସହ ଯାଇ ଭରିଲେ ନାମାଙ୍କନ
ନୂଆଦିଲ୍ଲୀ ୦୩/୦୪: ନାମାଙ୍କନ ଭରିଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । କେରଳର ୱାୟନାଡରେ ଲୋକସଭା ନିର୍ବାଚନ ପାଇଁ ହଜାର ହଜାର ସମର୍ଥକଙ୍କ ଗହଣରେ ଯାଇ ଭରିଛନ୍ତି ନାମାଙ୍କନ । #WATCH | Lok Sabha elections 2024 | Kerala: Congress party's sitting MP and candidate Rahul Gandhi files his nomination from WayanadHis sister and party's general secretary Priyanka Gandhi Vadra is also present with him.CPI has fielded Annie Raja from this seat and BJP has… pic.twitter.com/NoFpSbcLto— ANI (@ANI) April 3, 2024ତେବେ ନାମାଙ୍କନ ଭରିବା ପୂର୍ବରୁ ସେ ରାହୁଲ ଗାନ୍ଧି ବିଶାଳ ରୋଡ୍ ସୋ କରିଯାଇଛନ୍ତି । ରୋଡ ଶୋ ବେଳେ ସେ କହିଛନ୍ତି ଯେ, ଏଠାକାର ଲୋକଙ୍କ ଭଲପାଇବା ପାଇଁ ମୁଁ ଆଜି ଏଠି । ଆଗକୁ ବି ଆପଣମାନଙ୍କ ଭଲପାଇବା ମୋତେ ସଫଳତା ଆଣିଦେବ ଏହା ମୁଁ ଜାଣିଛି । ସେ ଆହୁରି କହିଛନ୍ତି ଯେ, ଇତିହାସର ପୁନରାବୃତ୍ତି ହେବ । #WATCH | Wayanad, Kerala: Congress MP Rahul Gandhi says, "There is an issue of man-animal conflict, medical college issue. I stand with the people of Wayanad in this fight. We have tried to pressurise the government on the medical college, I have writte
ନୂଆଦିଲ୍ଲୀ ୦୩/୦୪: ନାମାଙ୍କନ ଭରିଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । କେରଳର ୱାୟନାଡରେ ଲୋକସଭା ନିର୍ବାଚନ ପାଇଁ ହଜାର ହଜାର ସମର୍ଥକଙ୍କ ଗହଣରେ ଯାଇ ଭରିଛନ୍ତି ନାମାଙ୍କନ ।
#WATCH | Lok Sabha elections 2024 | Kerala: Congress party's sitting MP and candidate Rahul Gandhi files his nomination from Wayanad
His sister and party's general secretary Priyanka Gandhi Vadra is also present with him.
CPI has fielded Annie Raja from this seat and BJP has… pic.twitter.com/NoFpSbcLto— ANI (@ANI) April 3, 2024
ତେବେ ନାମାଙ୍କନ ଭରିବା ପୂର୍ବରୁ ସେ ରାହୁଲ ଗାନ୍ଧି ବିଶାଳ ରୋଡ୍ ସୋ କରିଯାଇଛନ୍ତି । ରୋଡ ଶୋ ବେଳେ ସେ କହିଛନ୍ତି ଯେ, ଏଠାକାର ଲୋକଙ୍କ ଭଲପାଇବା ପାଇଁ ମୁଁ ଆଜି ଏଠି । ଆଗକୁ ବି ଆପଣମାନଙ୍କ ଭଲପାଇବା ମୋତେ ସଫଳତା ଆଣିଦେବ ଏହା ମୁଁ ଜାଣିଛି । ସେ ଆହୁରି କହିଛନ୍ତି ଯେ, ଇତିହାସର ପୁନରାବୃତ୍ତି ହେବ ।
#WATCH | Wayanad, Kerala: Congress MP Rahul Gandhi says, "There is an issue of man-animal conflict, medical college issue. I stand with the people of Wayanad in this fight. We have tried to pressurise the government on the medical college, I have written letters to the CM. But… pic.twitter.com/zQbUYIUeQW— ANI (@ANI) April 3, 2024
ସୂଚନା ଥାଉକି, ଗତ ନିର୍ବାଚନରେ ରାହୁଲ ଗାନ୍ଧି ପାଖାପାଖି ୫ ଲକ୍ଷ ଭୋଟ୍ ବ୍ୟବଧାନରେ ବଡ଼ ବିଜୟ ହାସଲ କରିଥିଲେ । ତେବେ ଏଥର ୱାୟନାଡ ମ୍ୟାଚ୍ ରାହୁଲ ଗାନ୍ଧିଙ୍କ ପାଇଁ ସହଜ ହେବ ନାହିଁ । ଏହି ନିର୍ବାଚନରେ ରାହୁଲଙ୍କ ବିପକ୍ଷରେ ଅଛନ୍ତି ସିପିଆଇ ସାଧାରଣ ସମ୍ପାଦକ ଡି ରାଜାଙ୍କ ପତ୍ନୀ ଆନି ରାଜା । ଦଳ ତାଙ୍କୁ ୱାୟନାଡରୁ ପ୍ରାର୍ଥୀ କରିଛି ।
ରାହୁଲଙ୍କ ବିପକ୍ଷରେ ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ଏହି ତିନି ଜଣ ଶକ୍ତିଶାଳୀ ନେତା ହୋଇଥିବାରୁ ଏହି ଆସନରେ କଡ଼ା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ତେବେ ରାହୁଲ ଗାନ୍ଧି ଉଭୟଙ୍କ ଠାରୁ ବଡ଼ ଚେହେରା ଏବଂ ଏହି ଆସନରୁ ଏବେର ସାଂସଦ ମଧ୍ୟ ରହିଛନ୍ତି ।