Police Involved in Ganja Farming: ପୋଲିସ କରୁଛି ଗଞ୍ଜେଇ ଡିଲ୍‌; ମାଗୁଛି ୧୦ ଲକ୍ଷ ଟଙ୍କା...

ନାଇଁ ନାଇଁ ତୁମେ ମୋର କଥା ଶୁଣି ସାର...ମୋ କହିବାର ମାନେ, ତୁମ ସେଇଠି ୧୫ ହଜାର ଗଛ ଲଗାଇଛ, ୧୫ ହଜାର ତମେ କହୁଛ କିନ୍ତୁ କୋଡିଏ ହଜାର ଗଛ ଅଛି…ଯଦି ଗୋଟିଏ ଗଛକୁ ୫୦ ଟଙ୍କା ଦେବ, ତାହେଲେ ଦଶ ଲକ୍ଷ ଟଙ୍କା ହେବ…ଆମେ ସେଭଳି ହିସାବ କରି ଦଶ ଲକ୍ଷ ଟଙ୍କା ପକାଇଛୁ…୧୦ ଲକ୍ଷରୁ କମ ହେଲେ ହେବ ନାହିଁ… 

Police Involved in Ganja Farming: ପୋଲିସ କରୁଛି ଗଞ୍ଜେଇ ଡିଲ୍‌; ମାଗୁଛି ୧୦ ଲକ୍ଷ ଟଙ୍କା...
Array