Police Issues Public Notice for Fugitive in 2019 Economic Offence Case in Cuttack
୨୦୧୯ ମସିହାରେ ଏକ ଅର୍ଥନୈତିକ ଅପରାଧ ମାମଲାରେ ଫେରାର ଆସାମୀର ଘର ଆଗରେ ଡେଙ୍ଗୁରା ଦେଲା ପୋଲିସ୍। କଟକ ମଙ୍ଗଳାବାଗ ଗୋପାଳ ସାହିର ଫେରାର ଆସାମୀ ନିରଞ୍ଜନ ବେହେରାଙ୍କ ଘର ଆଗରେ ଲଟକା ଜାରି କରିଛି ମଙ୍ଗଳାବାଗ ପୋଲିସ ! #Cuttack #Mangalab
୨୦୧୯ ମସିହାରେ ଏକ ଅର୍ଥନୈତିକ ଅପରାଧ ମାମଲାରେ ଫେରାର ଆସାମୀର ଘର ଆଗରେ ଡେଙ୍ଗୁରା ଦେଲା ପୋଲିସ୍। କଟକ ମଙ୍ଗଳାବାଗ ଗୋପାଳ ସାହିର ଫେରାର ଆସାମୀ ନିରଞ୍ଜନ ବେହେରାଙ୍କ ଘର ଆଗରେ ଲଟକା ଜାରି କରିଛି ମଙ୍ଗଳାବାଗ ପୋଲିସ !
#Cuttack #Mangalab