Policemen Shoot Dead: ପୋଲିସ ବସ୍‌ରେ ଫୁଟିଲା ଗୁଳି; ସାଥୀ ପୋଲିସଙ୍କୁ ମାରି ନିଜକୁ ଗୁଳି କଲେ କନଷ୍ଟେବଲ୍ !

ପୋଲିସ ଭ୍ୟାନ୍‌ଟି ସପୋରରୁ ତଲୱାର ଟ୍ରେନିଂ ସେଣ୍ଟର ଯାଉଥିଲା। ଏଥିରେ ଥିବା ୨ପୋଲିସ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ରାଗରେ ଜଣେ ଅନ୍ୟଜଣଙ୍କୁ ଗୁଳି କରିଥିବା ସନ୍ଦେହ କରାଯାଉଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Policemen Shoot Dead: ପୋଲିସ ବସ୍‌ରେ ଫୁଟିଲା ଗୁଳି; ସାଥୀ ପୋଲିସଙ୍କୁ ମାରି ନିଜକୁ ଗୁଳି କଲେ କନଷ୍ଟେବଲ୍ !
Array