Political Controversy: ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼; ଦଳ-ସରକାରକୁ ଘେରି ବିରୋଧୀଙ୍କ ଜୋରଦାର ହମଲା

"ଓଡ଼ିଶାରେ ମିଶିବା ଆମର ଐତିହାସିକ ଭୁଲ୍"। ସରକାରୀ କାର୍ଯ୍ୟକ୍ରମ ମଂଚରେ, ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପସ୍ଥିତିରେ ପଶ୍ଚିମ ଓଡ଼ିଶା ବିଜେପିର ବଡ଼ ଚେହେରା, ବିଧାୟକ ଜୟନାରାୟଣ ମିଶ୍ରଙ୍କ ଏ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼।

Political Controversy: ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼; ଦଳ-ସରକାରକୁ ଘେରି ବିରୋଧୀଙ୍କ ଜୋରଦାର ହମଲା
Array