Political Legacy:ଓଡ଼ିଶା ରାଜନୀତିରେ 'ଲିଗାସୀ' ଗୋଟି, କାହା ପଲା ଭାରି

ପାଞ୍ଚ ପାଞ୍ଚ ଥର ଏହି ଆଞ୍ଚଳିକ ଦଳକୁ କ୍ଷମତାସୀନ କରାଇଲେ । ହେଲେ ଏହି ୨୪ ବର୍ଷ ଶାସନ ମଧ୍ୟରେ ବିଜୁ ଜନତା ଦଳ ‘ବିଜୁ ଲିଗାସୀ’ ମଧ୍ୟରୁ ବାହାରି ଆଉ ଏକ ଲିଗାସୀ ସୃଷ୍ଟି କରିବାରେ ଲାଗି ପଡ଼ିଲା । ପ୍ରଥମରୁ ବିଜୁଙ୍କ ଫଟୋଚିତ୍ର ଲଗାଇ ଏବଂ ଅନେକ ଯୋଜନାକୁ ବିଜୁଙ୍କ ନାମରେ ନାମିତ କରାଗଲା । ଦଳ ଧିରେ ଧିରେ ତାଙ୍କ ପୁଅ ନବୀନ ପଟ୍ଟନାୟକଙ୍କର ଏକ ଲିଗାସୀ ସୃଷ୍ଟି କରିବା ପାଇଁ ଚେଷ୍ଟା କଲା ।

Political Legacy:ଓଡ଼ିଶା ରାଜନୀତିରେ 'ଲିଗାସୀ' ଗୋଟି, କାହା ପଲା ଭାରି
Array