Politics: ମର୍ଣ୍ଣିଂ ୱାକରେ ଦେଖା ହେଲା ପରେ ବଦଳିଗଲା ସମୀକରଣ, ମେଣ୍ଟ ଛାଡିଦେଲେ ପନୀରସେଲଭମ୍

ଏନଡିଏରୁ ଓହରିବା ସଂପର୍କରେ ପନୀରସେଲଭମ୍‌ଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ମନ୍ତ୍ରୀ ପାନରୁତି ଏସ. ରାମଚନ୍ଦ୍ରନ ଘୋଷଣା କରିଛନ୍ତି । ସେ କହିଛନ୍ତି , “ଆମେ NDA ସହ ମେଣ୍ଟ ଭାଙ୍ଗୁଛୁ।” ସେ ଆହୁରି ମଧ୍ୟ କହିଥିଲେ ଯେ ପନୀରସେଲଭମ୍ ଶୀଘ୍ର ରାଜ୍ୟବ୍ୟାପୀ ଗସ୍ତ ଆରମ୍ଭ କରିବେ । ୨୦୨୬ ନିର୍ବାଚନ ପୂର୍ବରୁ ରାଜନୈତିକ ରଣନୀତିର ଏହା ଏକ ଅଂଶ ହୋଇପାରେ।

Politics: ମର୍ଣ୍ଣିଂ ୱାକରେ ଦେଖା ହେଲା ପରେ ବଦଳିଗଲା ସମୀକରଣ, ମେଣ୍ଟ ଛାଡିଦେଲେ ପନୀରସେଲଭମ୍
Array