Ponds ବ୍ରାଣ୍ଡ୍ ଆମ୍ବାସଡର ହେଲେ କିଆରା, ଫିଙ୍କ୍ ମିଡି ଡ୍ରେସ ପାଇଁ ବେଶ୍ ପ୍ରଶଂସିତ

ମୁମ୍ଵାଇ ୧୧।୦୮: କିଆରା ଆଡଭାନୀ ନିଜ ସୁନ୍ଦର ପୋଷାକକୁ ନେଇ  ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ପାରମ୍ପରିକ  ପୋଷାକ ହେଉ କିମ୍ବା ଅତ୍ୟାଧୁନିକ ପାଶ୍ଚାତ୍ୟ  ପୋଷାକ ସବୁକୁ କିଆରା ସୁନ୍ଦର ଭାବେ  ଷ୍ଟାଇଲ କରି ଫ୍ୟାସନ ଟ୍ରେଣ୍ଡରେ  ଆଗଧାଡିରେ ରହିଥାନ୍ତି । ନିକଟରେ  ଏକ ଉତ୍ସବରେ କିୟାରା ପିନ୍ଧିଥିବା  ଗୋଲାପୀ ମିଡି ଡ୍ରେସ ପାଇଁ  ବେଶ୍‌ ପ୍ରଶଂସିତ ହୋଇଛନ୍ତି। ଗୋଲାପୀ ରଙ୍ଗର ଅଫ  ସୋଲଡର ଡ୍ରେସରେ କିଆରା ନିଜ ଭିତରର ବାର୍ବିକୁ ଖୁବ  ସୁନ୍ଦର ଭାବେ ଉପସ୍ଥାପନ  କରିଥିଲେ । ପଣ୍ଡସର ବ୍ରାଣ୍ଡ  ଆମ୍ବାସଡର ସାଜିଛନ୍ତି କିୟାରା ।  ନିକଟରେ ସେ ପଣ୍ଡସ ପକ୍ଷରୁ  ଆୟୋଜିତ ଏକ ପ୍ରମୋଶନାଲ  ଇଭେଣ୍ଟରେ ଏହି ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବାର  ନଜର ଆସିଥିଲେ । କିଆରା ନିଜର ସୋସିଆଲ ମିଡିଆ  ଆକାଉଣ୍ଟରେ ଏହି ଉତ୍ସବର  କିଛି ଝଲକ ସେୟାର କରିବା ସଙ୍ଗେ ସଙ୍ଗେ  ଏହାକୁ ପ୍ରଶଂଶକମାନେ  ଖୁବ ପ୍ରଶଂସା   କରିଥିଲେ ।

Ponds ବ୍ରାଣ୍ଡ୍ ଆମ୍ବାସଡର ହେଲେ କିଆରା, ଫିଙ୍କ୍ ମିଡି ଡ୍ରେସ ପାଇଁ ବେଶ୍ ପ୍ରଶଂସିତ

ମୁମ୍ଵାଇ ୧୧।୦୮: କିଆରା ଆଡଭାନୀ ନିଜ ସୁନ୍ଦର ପୋଷାକକୁ ନେଇ  ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ପାରମ୍ପରିକ  ପୋଷାକ ହେଉ କିମ୍ବା ଅତ୍ୟାଧୁନିକ ପାଶ୍ଚାତ୍ୟ  ପୋଷାକ ସବୁକୁ କିଆରା ସୁନ୍ଦର ଭାବେ  ଷ୍ଟାଇଲ କରି ଫ୍ୟାସନ ଟ୍ରେଣ୍ଡରେ  ଆଗଧାଡିରେ ରହିଥାନ୍ତି । ନିକଟରେ  ଏକ ଉତ୍ସବରେ କିୟାରା ପିନ୍ଧିଥିବା  ଗୋଲାପୀ ମିଡି ଡ୍ରେସ ପାଇଁ  ବେଶ୍‌ ପ୍ରଶଂସିତ ହୋଇଛନ୍ତି। 


ଗୋଲାପୀ ରଙ୍ଗର ଅଫ  ସୋଲଡର ଡ୍ରେସରେ କିଆରା ନିଜ ଭିତରର ବାର୍ବିକୁ ଖୁବ  ସୁନ୍ଦର ଭାବେ ଉପସ୍ଥାପନ  କରିଥିଲେ । ପଣ୍ଡସର ବ୍ରାଣ୍ଡ  ଆମ୍ବାସଡର ସାଜିଛନ୍ତି କିୟାରା ।  ନିକଟରେ ସେ ପଣ୍ଡସ ପକ୍ଷରୁ  ଆୟୋଜିତ ଏକ ପ୍ରମୋଶନାଲ  ଇଭେଣ୍ଟରେ ଏହି ଗୋଲାପୀ ରଙ୍ଗର ପୋଷାକ ପିନ୍ଧିଥିବାର  ନଜର ଆସିଥିଲେ । କିଆରା ନିଜର ସୋସିଆଲ ମିଡିଆ  ଆକାଉଣ୍ଟରେ ଏହି ଉତ୍ସବର  କିଛି ଝଲକ ସେୟାର କରିବା ସଙ୍ଗେ ସଙ୍ଗେ  ଏହାକୁ ପ୍ରଶଂଶକମାନେ  ଖୁବ ପ୍ରଶଂସା   କରିଥିଲେ ।