ମିଠା ପ୍ୟାକେଟରେ ବରଗଡ଼ ଜିଲ୍ଲାପାଳଙ୍କୁ ୨ ଲକ୍ଷଟଙ୍କା ଲାଞ୍ଚ ଦେବା ବେଳେ ଜଣେ ଗିରଫ

ସମ୍ବଲପୁର : ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ବରଗଡ଼ ଜ଼ିଲ୍ଲାପାଳ ଆଦିତ୍ୟ ଗୋୟେଲଙ୍କୁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ଜଣେ ଗିରଫ । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ରାମଭାବ ଗଟୁ ।  ରାମଭାବ ଛତିଶଗଡ ଅମ୍ବୁଜା ସିମେଣ୍ଟର chief Manufacturing officer ଅଟନ୍ତି ।  ସେ ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବରଗଡ଼ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଗୋଟିଏ ଫୁଲ ତୋଡ଼ା ଓ ଏକ ମିଠା ପେକେଟ ଦେଇଥିଲେ । ମିଠା ପ୍ୟାକେଟ  […] The post ମିଠା ପ୍ୟାକେଟରେ ବରଗଡ଼ ଜିଲ୍ଲାପାଳଙ୍କୁ ୨ ଲକ୍ଷଟଙ୍କା ଲାଞ୍ଚ ଦେବା ବେଳେ ଜଣେ ଗିରଫ appeared first on KNews Odisha.

ମିଠା ପ୍ୟାକେଟରେ ବରଗଡ଼ ଜିଲ୍ଲାପାଳଙ୍କୁ ୨ ଲକ୍ଷଟଙ୍କା ଲାଞ୍ଚ ଦେବା ବେଳେ ଜଣେ ଗିରଫ
bargardh vigilance

ସମ୍ବଲପୁର : ସମ୍ବଲପୁର ଭିଜିଲାନ୍ସ ଦ୍ୱାରା ବରଗଡ଼ ଜ଼ିଲ୍ଲାପାଳ ଆଦିତ୍ୟ ଗୋୟେଲଙ୍କୁ ଦୁଇ ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ଜଣେ ଗିରଫ । ଗିରଫ ବ୍ୟକ୍ତି ଜଣକ ହେଉଛନ୍ତି ରାମଭାବ ଗଟୁ ।  ରାମଭାବ ଛତିଶଗଡ ଅମ୍ବୁଜା ସିମେଣ୍ଟର chief Manufacturing officer ଅଟନ୍ତି ।  ସେ ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବରଗଡ଼ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଗୋଟିଏ ଫୁଲ ତୋଡ଼ା ଓ ଏକ ମିଠା ପେକେଟ ଦେଇଥିଲେ ।

ମିଠା ପ୍ୟାକେଟ  ଭିତରେ୪ ଟି ୫୦୦ଟଙ୍କିଆ ବଣ୍ଡଲ ରହିଥିଲା । ତୁରନ୍ତ ଜ଼ିଲ୍ଲାପାଳ ଏନେଇ ଭିଜିଲାନ୍ସ କୁ ଜଣାଇଥିଲେ । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଧେଶ କ୍ରମେ ରାମଭାବ ଗଟୁଙ୍କୁ ବରଗଡ଼ ରୁ ଗିରଫ କରି ତାଙ୍କୁ ସମ୍ବଲପୁର ଭିଜିଲାନ୍ସ ମୁଖ୍ୟାଳୟ କୁ ଅଣାଯାଇଥିଲା। ତେବେ ସେ କେଉଁ କାରଣରୁ ଜ଼ିଲ୍ଲାପାଳଙ୍କୁ ଲାଞ୍ଚ ଦେଇଥିଲେ ତାହା ତଦନ୍ତ ପରେ ଜଣାପଡିବ ବୋଲି ସମ୍ବଲପୁର ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି ।

The post ମିଠା ପ୍ୟାକେଟରେ ବରଗଡ଼ ଜିଲ୍ଲାପାଳଙ୍କୁ ୨ ଲକ୍ଷଟଙ୍କା ଲାଞ୍ଚ ଦେବା ବେଳେ ଜଣେ ଗିରଫ appeared first on KNews Odisha.