Pope Francis Death: ଥିଲେ କେମେଷ୍ଟ୍ରୀ ଟେକ୍ନିସିଆନ୍, କେମିତି ହେଲେ ଖ୍ରୀଷ୍ଟିଆନ୍ଙ୍କ ସର୍ବଶ୍ରେଷ୍ଠ ଧର୍ମଗୁରୁ
ପୋପ୍ ଫ୍ରାନ୍ସିସ୍ଙ୍କ ସମଗ୍ର ଜୀବନ ଈଶ୍ୱରଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଥିଲା। ପୋପ୍ ଫ୍ରାନ୍ସିସ୍ଙ୍କ ଜୀବନର ଝଲକ ରୂପେଲି ପରଦାରେ ଦେଖିବାକୁ ମିଳିଥିଲା। ତେବେ ଆସନ୍ତୁ ତାଙ୍କ ସିନେମା ଦୁନିଆ ବିଷୟରେ ଜାଣିବା।