Positive Parent Reaction to Academic Results: ପୁଅର ଦ୍ୱାଦଶ ରେଜଲ୍ଟ ଶୁଣି ବାପା ଦେଲେ ଏମିତି ପ୍ରତିକ୍ରିୟା; ଇଣ୍ଟରନେଟରେ ପ୍ରଶଂସାର ସୁଅ

ପୁଅ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୮୪ ପ୍ରତିଶତ ମାର୍କ ରଖିବା ପରେ ବାପାଙ୍କ ସକରାତ୍ମକ ପ୍ରତିକ୍ରିୟା ସୋସିଆଲ ମିଡିଆ ସାଇଟ ରେଡିଟରେ ଲୋକପ୍ରିୟତା ହାସଲ କରିଛି ।

Array