Post‑Anniversary Push: ବର୍ଷପୂର୍ତ୍ତି ଉତ୍ସବ ପରେ ବିଜେପି ଆଗରେ ସଂଗଠନ ସଜାଡ଼ିବା ଚାଲେଞ୍ଜ୍; ଫାଙ୍କା ପଡ଼ିଛି ୬ ମନ୍ତ୍ରିପଦ...

ସରିଲା ପ୍ରଥମ ବର୍ଷପୂର୍ତ୍ତି କାର୍ଯ୍ୟକ୍ରମ । ଏବେ ସଂଗଠନ ସଜାଡ଼ିବାକୁ ଅଣ୍ଟା ଭିଡ଼ିବ ରାଜ୍ୟ ବିଜେପି । ରଥଯାତ୍ରା ପରେ ତ୍ୱରାନ୍ୱିତ ହେବ ମନ୍ତ୍ରିମଣ୍ଡଳ ଏବଂ ବୋର୍ଡ ନିଗମ ନିଯୁକ୍ତି ।

Post‑Anniversary Push: ବର୍ଷପୂର୍ତ୍ତି ଉତ୍ସବ ପରେ ବିଜେପି ଆଗରେ ସଂଗଠନ ସଜାଡ଼ିବା ଚାଲେଞ୍ଜ୍; ଫାଙ୍କା ପଡ଼ିଛି ୬ ମନ୍ତ୍ରିପଦ...
Array