Pradeep Majhi Marriage: ବାଜିବ ସାହାନାଇ; ଆଜି ସୁଶ୍ରୀଙ୍କ ହାତ ଧରିବେ ପ୍ରଦୀପ

ଗୋଆରେ ଡେଷ୍ଟିନେସନ ୱେଡିଂ କରିବେ ନବରଙ୍ଗପୁରର ପୂର୍ବତନ ସାଂସଦ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ପ୍ରିୱେଡିଂ ଫଟୋ ସୁଟ୍‌ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Pradeep Majhi Marriage: ବାଜିବ ସାହାନାଇ; ଆଜି ସୁଶ୍ରୀଙ୍କ ହାତ ଧରିବେ ପ୍ରଦୀପ
Array