Pradeep Majhi Marriage ମହଙ୍ଗା ପଡ଼ିଲା ବିବାହ; ବାଛନ୍ଦ ହେଲେ ପ୍ରଦୀପ ମାଝୀ

ମାର୍ଚ୍ଚ ୧୨ ତାରିଖ। କେନ୍ଦ୍ରାପଡାର ସୁଶ୍ରୀ ସଙ୍ଗୀତା ସାହୁଙ୍କ ହାତ ଧରିଥିଲେ ପ୍ରଦୀପ। ଗୋଆରେ ପଡିଥିଲା ହାତଗଣ୍ଠି। ହୋଇଥିଲା ଡେଷ୍ଟିନେସନ ୱେଡିଂ। ତେବେ ବରିଷ୍ଠ ବିଜେଡି ନେତାଙ୍କ ଏହି ବିବାହକୁ ପସନ୍ଦ କରିନି ଭତ୍ରା ସମାଜ। କାରଣ ତାଙ୍କ ସ୍ତ୍ରୀ ସଂଗୀତା ସାହୁ ଅନ୍ୟ ଜାତିର।

Pradeep Majhi Marriage ମହଙ୍ଗା ପଡ଼ିଲା ବିବାହ; ବାଛନ୍ଦ ହେଲେ ପ୍ରଦୀପ ମାଝୀ
Array