Prajwal Revanna Sex Scandal: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଦୁଷ୍କର୍ମ ମାମଲାରେ ଦୋଷୀ, ଶାଢ଼ିରୁ ମିଳିଲା ବଳିଷ୍ଠ ପ୍ରମାଣ

ପ୍ରଥମଥର ଫାର୍ମହାଉସରେ ଏବଂ ପରେ ୨୦୨୧ରେ କୋଭିଡ ଲକଡାଉନ ସମୟରେ ବେଙ୍ଗାଲୁରୁର ବସବନଗୁଡ଼ିରେ ଥିବା ତାଙ୍କ ଘରେ। ଅଭିଯୁକ୍ତ ମହିଳାଙ୍କର ଭିଡିଓ ମଧ୍ୟ ତିଆରି କରିଥିଲେ ରେବନ୍ନା। ଦୁଷ୍କର୍ମ ସମୟରେ ମହିଳା ଜଣଙ୍କ ଯେଉଁ ଶାଢ଼ି ପିନ୍ଧିଥିଲେ, ତାହାକୁ ମହିଳାଜଣକ ଯତ୍ନରେ ସଂରକ୍ଷିତ କରି ରଖିଥିଲେ । ଏହି ଶାଢ଼ିକୁ କୋର୍ଟରେ ଦାଖଲ କରାଯାଇଥିଲା। ତଦନ୍ତ ସମୟରେ ଶାଢ଼ିରେ ସ୍ପର୍ମର ଚିହ୍ନ ମିଳିଥିଲା।

Prajwal Revanna Sex Scandal: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଦୁଷ୍କର୍ମ ମାମଲାରେ ଦୋଷୀ, ଶାଢ଼ିରୁ ମିଳିଲା ବଳିଷ୍ଠ ପ୍ରମାଣ
Array