Precious Land: ସୁନାର ମୋହର ବିଛାଇ କିଣା ଯାଇଥିଲା ୪ ଗଜ ଜମି: ଯେତିକି ମୂଲ୍ୟବାନ ସେତିକି ପବିତ୍ର ଏ ମାଟି

ନବାବ ବଜିର ଖାନଙ୍କ ଦରବାରରେ ଦେୱାନ ଥିବା ଜୈନ ପଣ୍ଡିତ ଟୋଡରମଲ ଏଠାରେ ଚାରିଗଜ ଜମିକୁ କିଣିଥିଲେ । ସେ ଏହି ଜମି ଉପରେ ୭୮,୦୦୦ ସ୍ୱର୍ଣ୍ଣ ମୁଦ୍ରା ରଖି ମୋଗଲ ବାଦଶାହଙ୍କଠାରୁ ଏହି ଜମି କିଣିଥିଲେ । ଏହି ଜମିରେ ଗୁରୁ ଗୋବିନ୍ଦ ସିଂହଙ୍କ ଛୋଟ ପୁତ୍ର ୬ ବର୍ଷର ଜୋରାବର ସିଂହ, ୯ ବର୍ଷର ଫତେହ ସିଂହ ଏବଂ ମା’ ଗୁଜରୀ ଦେବୀଙ୍କ ଅନ୍ତିମ ସଂସ୍କାର କରିଥିଲେ ।

Precious Land: ସୁନାର ମୋହର ବିଛାଇ କିଣା ଯାଇଥିଲା ୪ ଗଜ ଜମି: ଯେତିକି ମୂଲ୍ୟବାନ ସେତିକି ପବିତ୍ର ଏ ମାଟି
Array