Unique Marriage: ନା ଥିଲା ବରଯାତ୍ରୀ, ନା ପଡ଼ିଲା ହାତଗଣ୍ଠି...ସମ୍ବିଧାନକୁ ସାକ୍ଷୀ ରଖି କଲେ ବିବାହ

ନିରାଡ଼ମ୍ବର ଭାବେ କୋର୍ଟରେ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ବିବାହ କଲେ ଛତିଶଗଡ଼ର ଦମ୍ପତି। ତେବେ ଏହି ଦମ୍ପତି ହେଉଛନ୍ତି ୟମନ ଲହରେ ଓ ପ୍ରତୀମା ମାହେଶ୍ୱରୀ ।

Unique Marriage: ନା ଥିଲା ବରଯାତ୍ରୀ, ନା ପଡ଼ିଲା ହାତଗଣ୍ଠି...ସମ୍ବିଧାନକୁ ସାକ୍ଷୀ ରଖି କଲେ ବିବାହ
Array