ମୃତ ପ୍ରଶାନ୍ତଙ୍କ ବଡଭାଇଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ମୃତ ପ୍ରଶାନ୍ତଙ୍କ ବଡଭାଇ ସୁଶାନ୍ତ ଶତପଥୀଙ୍କ ସହ କଥା ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶୋକସନ୍ତପ୍ତ... The post ମୃତ ପ୍ରଶାନ୍ତଙ୍କ ବଡଭାଇଙ୍କ ସହ କଥା ହେଲେ ନବୀନ appeared first on .

ମୃତ ପ୍ରଶାନ୍ତଙ୍କ ବଡଭାଇଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ମୃତ ପ୍ରଶାନ୍ତଙ୍କ ବଡଭାଇ ସୁଶାନ୍ତ ଶତପଥୀଙ୍କ ସହ କଥା ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ। ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ସେ ପ୍ରତିଶ୍ରୃତି ଦେଇଛନ୍ତି। ପ୍ରଶାନ୍ତଙ୍କ ବିୟୋଗରେ ମର୍ମାହତ ହୋଇଛନ୍ତି ନବୀନ । ମୃତକଙ୍କ ପରିବାର ସହ ସେ ଅଛନ୍ତି ବୋଲି କହିଛନ୍ତି ।

The post ମୃତ ପ୍ରଶାନ୍ତଙ୍କ ବଡଭାଇଙ୍କ ସହ କଥା ହେଲେ ନବୀନ appeared first on .