Termites Eat Rs 18 Lakh Money: ଉଇ ଖାଇଗଲା ବ୍ୟାଙ୍କ ଲକର୍‌ରେ ଥିବା ୧୮ ଲକ୍ଷ ଟଙ୍କା; ଟଙ୍କାଟେ ବି ପାଇଲେନି କ୍ଷତିପୂରଣ

୧୮ ଲକ୍ଷ ଟଙ୍କାର ନୋଟ୍ ଖାଇ ସଫା କରିଦେଲେ ଉଇ। ବ୍ୟାଙ୍କ ପକ୍ଷରୁ ଟଙ୍କାଟେ ବି କ୍ଷତିପୂରଣ ପାଇଲେନି ବିଚାରୀ ମହିଳା। ଉତ୍ତରପ୍ରଦେଶ ମୋରାଦାବାଦରେ ଏ ଘଟଣା ଘଟିଛି....

Termites Eat Rs 18 Lakh Money: ଉଇ ଖାଇଗଲା ବ୍ୟାଙ୍କ ଲକର୍‌ରେ ଥିବା ୧୮ ଲକ୍ଷ ଟଙ୍କା; ଟଙ୍କାଟେ ବି ପାଇଲେନି କ୍ଷତିପୂରଣ
Array