ପୁଣି ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୧୯।୬: ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ନୀରଜ ଚୋପ୍ରା ଜବରଦସ୍ତ ଫର୍ମ ଦେଖାଇଛନ୍ତି। ଷ୍ଟାର ଜାଭେଲିନ ଥ୍ରୋ ପାଭୋ ନୁରମି ଗେମ୍ସରେ ସ୍ବର୍ଣ୍ଣ ଜିତିଛନ୍ତି। ଫିନଲାଣ୍ଡର ତୁର୍କୁଠାରେ ଅନୁଷ୍ଠିତ ପାଭୋ ନୁରମି ଗେମ୍ସରେ ନୀରଜ ତୃତୀୟ ପ୍ରୟାସରେ ଜାଭେଲିନ ୮୫.୯୭ ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତୃତୀୟ ପ୍ରୟାସରେ ସେ ନିଜର ଶ୍ରେଷ୍ଠ ଥ୍ରୋ ଫିଙ୍ଗିଥିଲେ। ଅଲିମ୍ପିକ୍ସ ପୂର୍ବରୁ ତାଙ୍କର ଭଲ ଫର୍ମ ଥିବା ନୀରଜ ଦର୍ଶାଇଛନ୍ତି। ଟୁର୍ନାମେଣ୍ଟରେ ଫିନଲାଣ୍ଡର ଟନି କିରାନେନ ୮୪.୧୯ ମିଟର ଥ୍ରୋ […] The post ପୁଣି ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିଲେ ନୀରଜ ଚୋପ୍ରା appeared first on Dharitri Odia News.

ପୁଣି ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୧୯।୬: ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ନୀରଜ ଚୋପ୍ରା ଜବରଦସ୍ତ ଫର୍ମ ଦେଖାଇଛନ୍ତି। ଷ୍ଟାର ଜାଭେଲିନ ଥ୍ରୋ ପାଭୋ ନୁରମି ଗେମ୍ସରେ ସ୍ବର୍ଣ୍ଣ ଜିତିଛନ୍ତି। ଫିନଲାଣ୍ଡର ତୁର୍କୁଠାରେ ଅନୁଷ୍ଠିତ ପାଭୋ ନୁରମି ଗେମ୍ସରେ ନୀରଜ ତୃତୀୟ ପ୍ରୟାସରେ ଜାଭେଲିନ ୮୫.୯୭ ମିଟର ଫିଙ୍ଗି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତୃତୀୟ ପ୍ରୟାସରେ ସେ ନିଜର ଶ୍ରେଷ୍ଠ ଥ୍ରୋ ଫିଙ୍ଗିଥିଲେ। ଅଲିମ୍ପିକ୍ସ ପୂର୍ବରୁ ତାଙ୍କର ଭଲ ଫର୍ମ ଥିବା ନୀରଜ ଦର୍ଶାଇଛନ୍ତି।
ଟୁର୍ନାମେଣ୍ଟରେ ଫିନଲାଣ୍ଡର ଟନି କିରାନେନ ୮୪.୧୯ ମିଟର ଥ୍ରୋ ସହିତ ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଜିତିଥିଲେ। ଫିନଲାଣ୍ଡର ଅଲିଭର ହେନଲ୍ୟାଣ୍ଡର୍‌ ୮୪.୯୬ ମିଟର ଥ୍ରୋ ସହ ତୃତୀୟ ସ୍ଥାନ ଅଧିକାର କରି ବ୍ରୋଞ୍ଜ ଜିତିଥିଲେ।

The post ପୁଣି ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିଲେ ନୀରଜ ଚୋପ୍ରା appeared first on Dharitri Odia News.