Pregnant Woman Shot Dead: ଗର୍ଭବତୀଙ୍କୁ ଗୁଳି ଘଟଣାରୁ ଉଠିଲା ପରଦା; ସ୍ୱାମୀ ହିଁ ରଚିଥିଲା ହତ୍ୟାର ବ୍ଲୁ ପ୍ରିଣ୍ଟ

ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ ବେହେରାଙ୍କୁ ଗତ ବର୍ଷ ଫେବୃଆରୀରେ ବିବାହ କରିଥିଲେ ଛେଣ୍ଡିପଦାର ସୌମ୍ୟା। ଗର୍ଭରେ ଖେଳୁଥିଲା ୭ ମାସର ରକ୍ତ ମାଂସର ପିଣ୍ଡୁଳାଟିଏ। ୨ ମାସ ପରେ ପାଦ ଥାପିଥାନ୍ତା । ହେଲେ ସ୍ୱାମୀର ଗୁଳିମାଡ଼ ଯୋଗୁ ମା’ ତ ଚାଲିଗଲା, ସେହି ମା’ର ଗର୍ଭରେ ଆଖିବୁଜିଲା ୭ ମାସର ଗର୍ଭସ୍ଥ ସନ୍ତାନ।

Pregnant Woman Shot Dead: ଗର୍ଭବତୀଙ୍କୁ ଗୁଳି ଘଟଣାରୁ ଉଠିଲା ପରଦା; ସ୍ୱାମୀ ହିଁ ରଚିଥିଲା ହତ୍ୟାର ବ୍ଲୁ ପ୍ରିଣ୍ଟ
Array